ଧର୍ମେନ୍ଦ୍ର ହନୁମାନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଭୁ ଶ୍ରୀରାମ

Published By : Prameya-News7 Bureau | August 26, 2018 IST

ଭୁବନେଶ୍ୱର ୨୬/୮ : ଗତକାଲି ବାଲେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୁଁ ମୋଦିଙ୍କ ହନୁମାନ, ମୋ ଲାଙ୍ଗୁଡରେ ନିଆଁ ଲଗାଅନି, ନହେଲେ ଫଳ ଭୋଗିବ । ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଛନ୍ତି ଧର୍ମେନ୍ଦ୍ର ହନୁମାନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଭୂ ଶ୍ରୀରାମ । କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, ଧର୍ମେନ୍ଦ୍ର ହେଉଛନ୍ତି ପେଟ୍ରୋଲିୟମ ବିଭାଗ ମନ୍ତ୍ରୀ, ତେଣୁ ନିଆଁ ଲଗାଇଲେ ନିଜ ବିଭାଗର କ୍ଷତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.