ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବା ଉଚିତ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | August 31, 2024 IST

କଟକ ୩୧।୮: ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିଶ୍ବବିଦ୍ୟାଳୟ ନାଁ ଯେଉଁ ରେଭେନ୍ସାଙ୍କ ନାଁରେ ହୋଇଛି, ତାଙ୍କ ଭୂମିକା କ’ଣ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ନ’ଅଙ୍କ ଦୁର୍ଭିକ୍ଷ ବେଳେ ରେଭେନ୍ସା କରୁଥିଲେ କ’ଣ । ନାଁ ବଦଳାଇବା ବ୍ୟକ୍ତିଗତ ମତ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି । ଓଡ଼ିଶାର ବୁଦ୍ଧିଜୀବୀ ଏନେଇ ଚିନ୍ତା କରିବା ଉଚିତ

। ତେଣୁ ଏହା ଉପରେ ବିତର୍କ ଆବଶ୍ୟକ ।

You Can Read:

ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.