କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ
15/04/2018 at 7:35 AM

15ତମ ଫାଇନାନ୍ସ କମିଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପ୍ରସଙ୍ଗ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ
14ତମ ଫାଇନାନ୍ସ କମିଶନ ମଧ୍ୟ 2011 ଜନଗଣନା ଆଧାରରେ ହୋଇଥିଲା
ଯଦିଓ ଟର୍ମସ ଅଫ ରେଫରେନ୍ସରେ ନଥିଲା
ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟୀକରଣ ଦେଇସାରିଛନ୍ତି
ତାମିଲନାଡୁରେ ଯାହା ହେବ ତାହା କଣ ଓଡିଶାରେ ହେବ ବୋଲି ମନ୍ତ୍ରୀଙ୍କ ପ୍ରଶ୍ନ
ରାଜ୍ୟ ସରକାରଙ୍କ ମୋ ଗାଁ ମୋ ବିକାଶ କାର୍ଯ୍ୟକ୍ରମ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା
ସାମନ୍ତବାଦୀ ଯୋଜନା ଆପଣାଇଛନ୍ତି ରାଜ୍ୟ ସରକାର
ପଞ୍ଚାୟତି ରାଜ ବ୍ୟବସ୍ଥା ଅଛି, ଜିଲ୍ଲାପାଳ ଓ ସରପଞ୍ଚ ସମସ୍ତେ ଅଛନ୍ତି
ଅର୍ଥ ମଞ୍ଜୁର ପାଇଁ ଏହା କଣ ପର୍ଯ୍ୟାପ୍ତ ବ୍ୟବସ୍ଥା ନୁହେଁ କି ?
ନିର୍ବାଚନ ପୂର୍ବରୁ ଭେଳିକି ଦେଖାଉଛନ୍ତି ସରକାର
କାମ କରିବ କିଏ, ଟେଣ୍ଡର କରିବ କିଏ ସେନେଇ କିଛି ବ୍ୟବସ୍ଥା ନାହିଁ
କ୍ଷଣିକ ଚମତ୍କାର ଦେଖାଇବାକୁ ଏଭଳି କରୁଛନ୍ତି ରାଜ୍ୟ ସରକାର