ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚା ପାଇଁ ନିମନ୍ତ୍ରଣ ଦେଲେ ପ୍ରଦୀପ ମହାରଥୀ
8/05/2018 at 9:49 AM

ବିଜେପୁର ନିର୍ବାଚନ ପରେ ଓଡିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଖା ମିଳୁନଥିବା କହି ଚର୍ଚ୍ଚାରେ ଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚା ପାଇଁ ନିମନ୍ତ୍ରଣ କରିଛନ୍ତି | ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି କହିଛନ୍ତି “ଧର୍ମେନ୍ଦ୍ର ପ୍ରଧାନ ଓ ରମଣ ସିଂ ଯଦି ମହାନଦୀ ହୁଅନ୍ତି ଆମେ ଖରସ୍ରୋତା,ସେମାନେ ମହାନଦୀକୁ ଶୁଖାଇ ଦେଇ ପାରନ୍ତି କିନ୍ତୁ ଖରସ୍ରୋତା ସବୁବେଳେ ଖର ଖର,କେବେ ସୁଖିବନି”
Related Posts
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବିପଦ ସଙ୍କୁଳ ଅବସ୍ଥାରେ ଅନ୍ୟ ଏକ ଘର
30 September 2023
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30 September 2023
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023