ମୋରଡା ୨୬।୫: ମୋରଡାରେ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ୍ ମାଗିଲେ ଧର୍ମେନ୍ଦ୍ର ପ୍ରଧାନ । ପ୍ରବଳ ବର୍ଷା ସତ୍ତ୍ବେ ଲୋକାରଣ୍ୟ ହୋଇପଡିଥିଲା ପରିବର୍ତ୍ତନ ସଭା । ଅନ୍ୟପଟେ ରାଜ୍ୟରେ ବିଜେପି ସରକାର ହେଲେ ସର୍ବନିମ୍ନ ଧାନର ଏମ୍ଏସ୍ପି ମୂଲ୍ୟ ୩୧୦୦ ଟଙ୍କା ଓ ବାର୍ଦ୍ଧକ୍ୟ ଭତ୍ତୀ ହେବ ୩୦୦୦ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ କିଏ । ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବନ୍ଧିତ କରି ସମାଲୋଚନାର ଶିକାର ହେଲେ ନବୀନ ପଟ୍ଟନାୟକ ।
You Can Read :