Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଭୁବନେଶ୍ୱର ବୋମିଖାଲ ଓଭରବ୍ରିଜ ଦୁର୍ଘଟଣା ସ୍ଥଳରେ ଧର୍ମେନ୍ଦ୍ର ପ୍ରଧାନ

5/05/2018 at 6:02 AM

ଭୁବନେଶ୍ୱର ବୋମିଖାଲ ଓଭରବ୍ରିଜ ଦୁର୍ଘଟଣା ସ୍ଥଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମନ୍ତ୍ରୀ ନିର୍ମାଣାଧୀନ ଓଭରବ୍ରିଜ ଓ ଦୁର୍ଘଟଣା ସ୍ଥଳ ବୁଲି ଦେଖିଲା ପରେ ସ୍ଥାନୀୟ ଲୋକ ଓ କିଛି ପ୍ରତାକ୍ଷଦର୍ଶୀଙ୍କ ସହ କଥା ହୋଇଛନ୍ତି | କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ବିଜେପି ନେତା ମଧ୍ୟ ଉପସ୍ଥିତ ଅଛନ୍ତି | ଦୁର୍ଘଟଣାକୁ ନେଇ ମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ନିନ୍ଦା ମଧ୍ୟ କରିଛନ୍ତି | ମନ୍ତ୍ରୀ କହିଛନ୍ତି “ଏପ୍ରକାର ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ,ଠିକା ସଂସ୍ଥାକୁ ରଦ୍ଧ କରାଯାଏ |”

Leave a Reply

   Related Posts