ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ବିନ୍ଦାସ ଚିନୁ ସହ ୩ଜଣଙ୍କୁ ଜେରା କରୁଛି ପୋଲିସ

Published By : Prameya-News7 Bureau | October 12, 2022 IST

ଭୁବନେଶ୍ୱର ୧୨।୧୦ : ଗୋପ ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। ବିନ୍ଦାସ ଚିନୁକୁ ଜେରା କରୁଛି ପୋଲିସ । ଡ଼ିସିପି ଅଫିସରେ ବିନ୍ଦାସ ଚିନୁ ସମେତ ଆଉ ତିନି ଜଣଙ୍କୁ ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡ଼ରେ ଥିଲା ଚିନୁଙ୍କ ନାମ । ଯାହାକୁ ଆଧାର କରି ତଦନ୍ତ କରୁଛି ପୋଲିସ । ତେବେ ଧର୍ମେନ୍ଦ୍ରଙ୍କ ଏମାନଙ୍କର ଥିଲା ସମ୍ପର୍କ କଣ, କେବେଠାରୁ ଧର୍ମେନ୍ଦ୍ରକୁ ଜାଣିଥିଲେ । ଧର୍ମେନ୍ଦ୍ର କାହିଁକି ମାନସିକ ଚାପରେ ଥିଲେ, ସେନେଇ ପୋଲିସ କରୁଛି ପଚରାଉଚରା । ପୂର୍ବରୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.