Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ବିନ୍ଦାସ ଚିନୁ ସହ ୩ଜଣଙ୍କୁ ଜେରା କରୁଛି ପୋଲିସ

12/10/2022 at 2:27 PM

ଭୁବନେଶ୍ୱର ୧୨।୧୦ : ଗୋପ ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। ବିନ୍ଦାସ ଚିନୁକୁ ଜେରା କରୁଛି ପୋଲିସ । ଡ଼ିସିପି ଅଫିସରେ ବିନ୍ଦାସ ଚିନୁ ସମେତ ଆଉ ତିନି ଜଣଙ୍କୁ ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡ଼ରେ ଥିଲା ଚିନୁଙ୍କ ନାମ । ଯାହାକୁ ଆଧାର କରି ତଦନ୍ତ କରୁଛି ପୋଲିସ । ତେବେ ଧର୍ମେନ୍ଦ୍ରଙ୍କ ଏମାନଙ୍କର ଥିଲା ସମ୍ପର୍କ କଣ, କେବେଠାରୁ ଧର୍ମେନ୍ଦ୍ରକୁ ଜାଣିଥିଲେ । ଧର୍ମେନ୍ଦ୍ର କାହିଁକି ମାନସିକ ଚାପରେ ଥିଲେ, ସେନେଇ ପୋଲିସ କରୁଛି ପଚରାଉଚରା । ପୂର୍ବରୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ ।

   Related Posts