ଲକ୍ଷ୍ମୀପୁର ବ୍ଲକରେ ପୁଣଥରେ ଡାଇରିଆ ଆତଙ୍କ, ୪ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | October 04, 2022 IST

ଲକ୍ଷ୍ମୀପୁର, ୦୪/୧୦: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପୁଣଥରେ ଡାଇରିଆ ଆତଙ୍କ ଦେଖାଦେଇଛି । ବ୍ଲକରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ମାନେ ନର୍ସିଂଙ୍ଗଗୁଡ଼ା, ତଳକୁଟୀଙ୍ଗା, କୁନ୍ଦୁଗୁଡା, ପିପଳପଦର ଗ୍ରାମର ବୋଲି ଜଣାପଡିଛି । ସମସ୍ତଙ୍କୁ ଲକ୍ଷ୍ମୀପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.