Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଲକ୍ଷ୍ମୀପୁର ବ୍ଲକରେ ପୁଣଥରେ ଡାଇରିଆ ଆତଙ୍କ, ୪ ଆକ୍ରାନ୍ତ ଚିହ୍ନଟ

4/10/2022 at 9:41 PM

ଲକ୍ଷ୍ମୀପୁର, ୦୪/୧୦: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପୁଣଥରେ ଡାଇରିଆ ଆତଙ୍କ ଦେଖାଦେଇଛି । ବ୍ଲକରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ମାନେ ନର୍ସିଂଙ୍ଗଗୁଡ଼ା, ତଳକୁଟୀଙ୍ଗା, କୁନ୍ଦୁଗୁଡା, ପିପଳପଦର ଗ୍ରାମର ବୋଲି ଜଣାପଡିଛି । ସମସ୍ତଙ୍କୁ ଲକ୍ଷ୍ମୀପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

   Related Posts