ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା, ଧାରଣାରେ ବସିଲେ ଶହ ଶହ ଛାତ୍ରଛାତ୍ରୀ
23/08/2022 at 2:14 PM

ସମ୍ବଲପୁର ୨୩।୦୮ : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସମ୍ମୁଖରେ ଛାତ୍ର ଅଶାନ୍ତି । ଧାରଣାରେ ବସିଲେ ଶହ ଶହ ଛାତ୍ରଛାତ୍ରୀ । ପଶ୍ଚିମ ଓଡିଶାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏହି ଧାରଣାରେ ସାମିଲ ହୋଇଛନ୍ତି । ପଂଚମ ସେମିଷ୍ଟାରର ୨ଟି ପେପରରେ ବ୍ୟାକ୍ ଲାଗିଥିବାବେଳେ ତୃଟିପୂର୍ଣ୍ଣ ମାର୍କିଂ ବ୍ୟବସ୍ଥାକୁ ଦାୟୀ କରି ଏହି ଧାରଣା ଦେଇଛନ୍ତି । ଫଳରେ ସମ୍ବଲପୁର ବିଦ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023