AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା, ଧାରଣାରେ ବସିଲେ ଶହ ଶହ ଛାତ୍ରଛାତ୍ରୀ

23/08/2022 at 2:14 PM

ସମ୍ବଲପୁର ୨୩।୦୮ : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସମ୍ମୁଖରେ ଛାତ୍ର ଅଶାନ୍ତି । ଧାରଣାରେ ବସିଲେ ଶହ ଶହ ଛାତ୍ରଛାତ୍ରୀ । ପଶ୍ଚିମ ଓଡିଶାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏହି ଧାରଣାରେ ସାମିଲ ହୋଇଛନ୍ତି । ପଂଚମ ସେମିଷ୍ଟାରର ୨ଟି ପେପରରେ ବ୍ୟାକ୍ ଲାଗିଥିବାବେଳେ ତୃଟିପୂର୍ଣ୍ଣ ମାର୍କିଂ ବ୍ୟବସ୍ଥାକୁ ଦାୟୀ କରି ଏହି ଧାରଣା ଦେଇଛନ୍ତି । ଫଳରେ ସମ୍ବଲପୁର ବିଦ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି ।

   Related Posts