ଜବର ଦଖଲ ଉଚ୍ଛେଦକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ, ପ୍ରତିବାଦରେ ଧାରଣାରେ ବସିଲେ

Published By : Prameya-News7 Bureau | May 25, 2022 IST

ଖୋର୍ଦ୍ଧା ୨୫/୦୫: ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ୧୬ ନଂମ୍ବର ଜାତୀୟ ରାଜପଥ ଗୟାବନ୍ଧ ଛକରେ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ଧାରଣା । ଏଠାରେ ଥିବା ସରକାରୀ ଜମିରେ ଥିବା ଆଠଟି ବେଆଇନ ଦୋକାନ ଘର ଉଛେଦକୁ ବିରୋଧ କରି ଦିଆଯାଇଛି ଧାରଣା ।

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ନେଇ ଆଜି ନୋଟିସ ଜାରି କରାଯାଇଥିଲା । ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ନିଜେ ଖୋର୍ଦ୍ଧା ଏସ୍ଡିପିଓ ଖୋର୍ଦ୍ଧା ତହସିଲଦାର ଉପସ୍ଥିତ ରହି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.