ଭଦ୍ରକ ୨୭।୦୨ : ପରୀକ୍ଷାରେ ବଡ଼ଧରଣର ତ୍ରୁଟି । ପରୀକ୍ଷା ପେପରରେ ସିଲାବସ୍ ବାହାରୁ ପଡୁଛି ପାଠ । ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ।
wp:html /wp:htmlସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨୨ ଫେବୃଆରୀ ହୋଇଥିବା ଯୁକ୍ତ ୨ ବିଜ୍ଞାନ, ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୭୦ ମାର୍କରୁ ୨୨ ମାର୍କ ଆଉଟ୍ ଅଫ ସିଲାବସରୁ ଆସିଥିଲା । ରାଜ୍ୟ ସରକାର ତଥା ଶିକ୍ଷା ବିଭାଗର ଏହି ବେପାରୁଆ ମନୋଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି । ଖାମଖିଆଲି ନୀତି ଆପଣାଉଥିବା ସରକାରକୁ ୨୨ରୁ ୨୨ ମାର୍କ ବିନା ସର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ଦେବାକୁ କହିଛନ୍ତି ।
wp:embed {"url":"https://www.prameyanews7.com/president-two-day-visit-odisha-preparation/","type":"wp-embed","providerNameSlug":"prameya-news-7"} /wp:embed