ସିଲାବସ୍ ବାହାରୁ ଆସିଥିଲା ପ୍ରଶ୍ନ, ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦିଆଯାଉ- ସୂର୍ଯ୍ୟବଂଶୀ ସୁରଜ

Published By : Prameya-News7 Bureau | February 27, 2024 IST

ଭଦ୍ରକ ୨୭।୦୨ : ପରୀକ୍ଷାରେ ବଡ଼ଧରଣର ତ୍ରୁଟି । ପରୀକ୍ଷା ପେପରରେ ସିଲାବସ୍‌ ବାହାରୁ ପଡୁଛି ପାଠ । ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର ବୋଲି କହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ।

wp:html /wp:html

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨୨ ଫେବୃଆରୀ ହୋଇଥିବା ଯୁକ୍ତ ୨ ବିଜ୍ଞାନ, ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୭୦ ମାର୍କରୁ ୨୨ ମାର୍କ ଆଉଟ୍‌ ଅଫ ସିଲାବସରୁ ଆସିଥିଲା । ରାଜ୍ୟ ସରକାର ତଥା ଶିକ୍ଷା ବିଭାଗର ଏହି ବେପାରୁଆ ମନୋଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି । ଖାମଖିଆଲି ନୀତି ଆପଣାଉଥିବା ସରକାରକୁ ୨୨ରୁ ୨୨ ମାର୍କ ବିନା ସର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ଦେବାକୁ କହିଛନ୍ତି ।

wp:embed {"url":"https://www.prameyanews7.com/president-two-day-visit-odisha-preparation/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-two-day-visit-odisha-preparation/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.