oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଧାମନଗର ୨୪୩ ନମ୍ବର ବୁଥରେ ଦିନ ୧୨ ସୁଦ୍ଧା ଆରମ୍ଭ ହୋଇପାରିଲାଣି ମତଦାନ: ନିରାଶ ହୋଇ ଫେରିଗଲେ ଭୋଟର

29/04/2019 at 11:36 AM

ଭଦ୍ରକ ୨୯/୪ : ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ତଳସାଇ ପଂଚାୟତର ୨୪୩ ବୁଥରେ ଏପର୍ଯ୍ୟନ୍ତ ଭୋଟ ଗ୍ରହଣ ଆରମ୍ଭ ହୋଇପାରିନାହିଁ | ଇଭିଏମ ମେସିନ ଖରାପ ଥିବା ଯୋଗୁଁ ଭୋଟ ଗ୍ରହଣ ହୋଇପାରିନାହିଁ | ସେକ୍ଟର ଅଫିସର କହିଛନ୍ତି ଯେ, ଇଭିଏମ ମେସିନ ସଜାଡ଼ିବା ପାଇଁ ଯାଇଛି ଏବଂ ଖୁବ ଶୀଘ୍ର ଠିକ ହୋଇଯିବ | ମେସିନ ଠିକ ହେବାପରେ ମତଦାନ ଆରମ୍ଭ ହେବ ବୋଲି କହିଛନ୍ତି ସେକ୍ଟର ଅଫିସର | ମେସିନ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି |

ଭୋଟ ଦେବା ପାଇଁ ଭୋଟର ସକାଳ ୬ଟାରୁ ଆସି ଲାଇନ କରିଥିଲେ | ଦିନ ୧୨ଟା ହେଲାଣି | ତଥାପି ମେସିନ ଠିକ ହୋଇପାରିଲା ନାହିଁ | ଖରା ସାଙ୍ଗକୁ ଗରମରେ ଲୋକେ ଅତିଷ୍ଠ ହୋଇଗଲେଣି | ୧୨ଜଣ ମେସିନ ଠିକ ହୋଇପାରିନଥିବା ଯୋଗୁଁ ଲୋକେ ନିରାଶ ହୋଇ ଘରକୁ ଫେରି ଯାଇଛନ୍ତି | ସକାଳୁ ଭୋଟରଙ୍କ ମଧ୍ୟରେ ଭୋଟ ଦେବାକୁ ନେଇ ଯେଉଁ ଉତ୍ସାହ ଦେଖାଦେଇଥିଲା ସେହି ଉତ୍ସାହ ମଉଳି ଯାଇଛି |

   Related Posts