scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆପଡାରେ ଡିଜିପିଙ୍କ ମାଓ ସମୀକ୍ଷା, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହେବ ୪ଟି କ୍ୟାମ୍ପ୍

29/08/2023 at 1:28 PM

ନୂଆପଡା ୨୯।୮: ଦିନିକିଆ ନୂଆପଡା ଗସ୍ତରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ । ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ନୂଆ କ୍ୟାମ୍ପ ବୁଲି ଦେଖିବା ସହ ମାଓ ଗତିବିଧି ଉପରେ ଅନୁଧ୍ୟାନ କଲେ ।

ଆଗକୁ ପଡୋଶୀ ଛତିଶଗଡ଼ ନିର୍ବାଚନ ହେବାକୁ ଥିବା ବେଳେ ସୋମବାର ଛତିଶଗଡ଼ ହୋଇଥିଲା ବଡ ବୈଠକ । ଯେଉଁଥିରେ ଛତିଶଗଡ଼ ଡିଜିପି, ଝାରଖଣ୍ଡ ଡିଜିପି, ମଧ୍ୟପ୍ରଦେଶର ଅଧିକାରୀ ସାମିଲ ହୋଇଥିଲେ । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନୂଆ ଚାରିଗୋଟି କ୍ୟାମ୍ପ କରିବା ନେଇ ସୂଚନା ଦେଇଛନ୍ତି । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀ ମାନଙ୍କୁ ଅହ୍ବାନ କରିଥିବା ବେଳେ ହିଂସାକାରୀଙ୍କୁ ଛଡାଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

You Can Read :

   Related Posts