ନୂଆପଡାରେ ଡିଜିପିଙ୍କ ମାଓ ସମୀକ୍ଷା, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହେବ ୪ଟି କ୍ୟାମ୍ପ୍

Published By : Prameya-News7 Bureau | August 29, 2023 IST

ନୂଆପଡା ୨୯।୮: ଦିନିକିଆ ନୂଆପଡା ଗସ୍ତରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ । ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ନୂଆ କ୍ୟାମ୍ପ ବୁଲି ଦେଖିବା ସହ ମାଓ ଗତିବିଧି ଉପରେ ଅନୁଧ୍ୟାନ କଲେ ।

{"id":837415,"sizeSlug":"full","linkDestination":"none"}
wp:html /wp:html

ଆଗକୁ ପଡୋଶୀ ଛତିଶଗଡ଼ ନିର୍ବାଚନ ହେବାକୁ ଥିବା ବେଳେ ସୋମବାର ଛତିଶଗଡ଼ ହୋଇଥିଲା ବଡ ବୈଠକ । ଯେଉଁଥିରେ ଛତିଶଗଡ଼ ଡିଜିପି, ଝାରଖଣ୍ଡ ଡିଜିପି, ମଧ୍ୟପ୍ରଦେଶର ଅଧିକାରୀ ସାମିଲ ହୋଇଥିଲେ । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନୂଆ ଚାରିଗୋଟି କ୍ୟାମ୍ପ କରିବା ନେଇ ସୂଚନା ଦେଇଛନ୍ତି । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀ ମାନଙ୍କୁ ଅହ୍ବାନ କରିଥିବା ବେଳେ ହିଂସାକାରୀଙ୍କୁ ଛଡାଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/senior-officials-of-eci-will-come-to-odisha-on-13th-september/","type":"wp-embed","providerNameSlug":"prameya-news-7"}
https://www.prameyanews7.com/senior-officials-of-eci-will-come-to-odisha-on-13th-september/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.