ବିମାନରେ କର୍ମଚାରୀଙ୍କ ପରଫ୍ୟୁମ୍ ବ୍ୟବହାର ଉପରେ ଲାଗିବ ରୋକ୍, କାରଣ ଜାଣିଲେ ହୋଇଯିବେ ତାଜୁବ୍….

ନୂଆଦିଲ୍ଲୀ ୦୩/୧୦: ଏଣିକି ବିମାନ କର୍ମଚାରୀଙ୍କୁ ଆଲକହଲ ଯୁକ୍ତ ପରଫ୍ୟୁମ୍ ବ୍ୟବହାର କରିବା ମନା । ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ପାଇଁ ବ୍ୟବହାର ମନା ହୋଇପାରେ । ଭାରତରେ ଏକ ନୂତନ ପ୍ରସ୍ତାବିତ ନିୟମ ଅନୁଯାୟୀ, ପରଫ୍ୟୁମ୍ ବ୍ୟବହାର କରି ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ରିପୋର୍ଟ ଅନୁଯାୟୀ, ଦେଶର ଏୟାରଲାଇନ୍ସ ବ୍ୟବସାୟର ତଦାରଖ କରୁଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଙ୍କ … Continue reading ବିମାନରେ କର୍ମଚାରୀଙ୍କ ପରଫ୍ୟୁମ୍ ବ୍ୟବହାର ଉପରେ ଲାଗିବ ରୋକ୍, କାରଣ ଜାଣିଲେ ହୋଇଯିବେ ତାଜୁବ୍….