ରାଜ୍ୟରେ ଲାଗୁହେବ କି ସପ୍ତାହାନ୍ତ ସଟ୍‌ଡାଉନ୍‌? ସାଢେ ୬ଟାରେ କ'ଣ କହିବେ ଉନ୍ନୟନ କମିଶନର..

Published By : Prameya-News7 Bureau | January 05, 2022 IST

ଭୁବନେଶ୍ବର ୦୫/୦୧ : କିଛଇ ସମୟ ପ​‌ରେ ଆସିବ ନୂଆ କୋଭିଡ୍‌ ଗାଇଡଲାଇନ୍‌ ! ସନ୍ଧ୍ୟା ସାଢେ ୬ଟାରେ କୋଭିଡ୍‌ ଗାଇଡଲାଇନ୍‌ ନେଇ କହିପାରନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କିଛି ବଡ ଘୋଷଣା କରାଯାଇପାରେ । କାରଣ ଦେଶରେ ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧିପାଉଛି ତାହା ମସସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ କିଛି ବଡ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟ ଭଳି ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ କରାଯାଇପାରେ । ଆଜି ସନ୍ଧ୍ୟା ସାଢେ ୬ଟାରେ ନୂଆ ଗାଇଡଲାଇନ୍‌ ବିଷୟରେ ସୂଚନା ଦେଇପାରନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.