ଆସିଲା ୧୦୩ ସଂକ୍ରମିତଙ୍କ ତଥ୍ୟ, ଦେଓଗଡ ଜିଲ୍ଲାରୁ ସର୍ବାଧିକ ପଜିଟିଭ୍
25/05/2020 at 11:06 AM

ଭୁବନେଶ୍ବର ୨୫।୦୫: ରାଜ୍ୟରେ ସୋମବାର ଦିନ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି । ତେବେ ସମସ୍ତ ୧୦୩ ସଂକ୍ରମିତଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
Total Positive Cases till 9 am: 1438
— I & PR Department, Odisha (@IPR_Odisha) May 25, 2020
Active Cases: 881
New Cases: 103
01 case in Jajpur
(In quarantine centre. Surat returnee)
06 cases in Koraput
(All in quarantine centres. AP returnees)
04 cases in Ganjam
(2 in quarantine centres. 2 Local cases)
ଆଜି ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ଜଣ, ଯାଜପୁର ଜିଲ୍ଲାର ଜଣେ, ବାଲେଶ୍ୱରରୁ ୫ଜଣ, ଭଦ୍ରକରୁ ୮ଜଣ, ଖୋର୍ଦ୍ଧାରୁ ୫ଜଣ, କେନ୍ଦ୍ରାପଡାରୁ ୧୫ଜଣ, ଜଗତସିଂହପୁରରୁ ୧୦ଜଣ, ଦେଓଗଡରୁ୨୨, ବଲାଙ୍ଗୀରରୁ ୮ଜଣ, ମାଲକାନଗିରିରୁ ୯ଜଣ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, ଗଜପତିରୁ ୬ଜଣ, କୋରାପୁଟରୁ ୬ଜଣ, କନ୍ଧମାଳରୁ ଜଣେ ଏବଂ ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ସଂକ୍ରମିତ ଦେଓଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
15 cases in Kendrapada
— I & PR Department, Odisha (@IPR_Odisha) May 25, 2020
(All in quarantine centres. 7 WB, 4 Telengana, 1 Gujarat, 1 TN & 2 Karnataka returnees)
04 cases in Khurdha
(All in quarantine centres. 03 Gujarat & 1 Maharashtra returnees)
01 case in Bhubaneswar
( In home quarantine. Local case)
ଆଜି ଚିହ୍ନଟ ହୋଇଥିବା ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଜଣଙ୍କ ସୁରଟ ଫେରନ୍ତା । କିଛି ଦିନ ତଳେ ସେ ସୁରଟରୁ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲା । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ସ୍ଥାନୀୟ ଥିବା ବେଳେ ୨ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । କୋରାପୁଟରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ କ୍ୱାରେଣ୍ଟାଇନ୍ରେ ରହିଥିଲେ । କିଛି ଦିନ ତଳେ ସମସ୍ତ ସଂକ୍ରମିତ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ଆନ୍ଧ୍ରପ୍ରଦେଶରୁ ଆସିବା ପରେ ସମସ୍ତେ କ୍ୱାରେଣ୍ଟାଇନ୍ରେ ରହିଥିଲେ ।
01 case in Keonjhar
— I & PR Department, Odisha (@IPR_Odisha) May 25, 2020
(In quarantine centre. Maharashtra returnee)
09 cases in Malkangiri
(8 in quarantine centres. 4 AP, 2 Telengana & 2 TN returnees. 1 local case)
22 cases in Deogarh
(19 in quarantine centres. 3 AP & 16 TN returnees. 3 local cases)
କେନ୍ଦ୍ରପଡାରୁ ଚିହ୍ନଟ ହୋଇଥିବା ୧୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫରେନ୍ତା, ୪ଜଣ ତେଲେଙ୍ଗାନା ଫରେନ୍ତା, ଜଣେ ଗୁଜୁରାଟ ଫରେନ୍ତା, ଜଣେ ତାମିଲନାଡୁ ଫେରନ୍ତା ଓ ୨ଜଣ କର୍ଣ୍ଣାଟକ ଫରେନ୍ତା । ସମସ୍ତେ ଫରେବିା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ ଫରେନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫରେନ୍ତା । ସମସ୍ତେ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେହିପରି ଭୁବନେଶ୍ୱରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ହୋମା କ୍ୱାରେଣ୍ଟାଇନ୍ରେ ରହିଥିଲେ । କେନ୍ଦୁଝରରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା । ସେ ମହାରାଷ୍ଟ୍ରରୁ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେହିପରି ମାଲକାନ୍ଗିରିରୁ ଚିହ୍ନଟ ହୋଇଥିବା ୯ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୨ଜଣ ତେଲେଙ୍ଗାନା ଫେରନ୍ତା, ୨ଜଣେ ତାମିଲନାଡୁ ଫେରନ୍ତା ଏବଂ ଜଣେ ସ୍ଥାନୀୟ ବୋଲି ଜଣାପଡିଛି ।
01 Mayurbhanj
— I & PR Department, Odisha (@IPR_Odisha) May 25, 2020
(In quarantine centre. AP returnee)
06 cases in Gajapati
(All in quarantine centres. M'rashtra returnees)
05 cases in Balasore
(All in quarantine centres. 3 TN, 1 WB & M'rashtra returnees)
ଦେଓଗଡ଼ରୁ ଚିହ୍ନଟ ହୋଇଥିବା ୨୨ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କ୍ୱାରେଣ୍ଟାଇନ୍ରେ ରହିଥିଲେ ଏବଂ ଏନ୍ୟ ୩ଜଣ ସ୍ଥାନୀୟ । ତେବେ କ୍ୱାରେଣ୍ଟାଇନ୍ରେ ଥିବା ୧୯ଜଣଙ୍କ ମଧ୍ୟରୁ ୩ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୧୬ଜଣ ତାମିଲନାଡୁ ଫେରନ୍ତା । ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଆନ୍ଧ୍ରପ୍ରଦେଶ ଫରେନ୍ତା । ଗଜପତିରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ । ସମସ୍ତ ମହାରାଷ୍ଟ୍ର ଫେରନ୍ତା ଓ ଆସିବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ତାମିଲନାଡୁ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ମହାରାଷ୍ଟ୍ର ଫେରନ୍ତା । ଭଦ୍ରକରୂ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ତେଲେଙ୍ଗାନା ଫରେନ୍ତା ଓ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି ।
08 cases in Bhadrak
— I & PR Department, Odisha (@IPR_Odisha) May 25, 2020
(All in quarantine centres. 4 WB, 2 Gujarat, 1 Telengana & 1 AP returnees)
08 cases in Bolangir
(All in quarantine centres. 5 Maharastra, 2 Gujarat & 1 CG returnees)
01 case in Dhenkanal
(In quarantine centre. CG returnee)
ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୫ଜଣ ମହାରାଷ୍ଟ୍ର ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ଛତିଶଗଡ଼ ଫରେନ୍ତା । ସମସ୍ତ କ୍ୱାରେଣ୍ଟାଇନ୍ ରହିଥିଲେ । ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଛତିଶଗଡ ଫେରନ୍ତା । କନ୍ଧମାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରଟ ଫେରନ୍ତା । ସେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୧୦ଜଣେ ସଂକ୍ରମିତଙ୍କ ମଧ୍ୟରୁ ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ତାମିଲନାଡୁ ଫେରନ୍ତା। ସମସ୍ତେ କ୍ୱାରେଣ୍ଟାଇନ୍ ରହିଥିଲେ ।
01 case in Kandhamal
— I & PR Department, Odisha (@IPR_Odisha) May 25, 2020
(In quarantine centre. Surat returnee)
10 cases in Jagatsinghpur
(All in quarantine centres. 8 WB & 2 TN returnees)
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୮୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।