ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଜବାନଙ୍କୁ ଟାର୍ଗେଟ୍ କଲେ ନକ୍ସଲ, ଆଇଇଡି ବିସ୍ଫୋରଣରେ ଡେପୁଟି କମାଣ୍ଡାଣ୍ଟ ସହିଦ

14/12/2020 at 12:07 PM

ମାଲକାନଗିରି ୧୪।୧୨:  ଆଇଇଡି ବିସ୍ଫୋରଣରେ ଡେପୁଟି କମାଣ୍ଡାଣ୍ଟ ବିକାଶ ସିଂହାଲ ସହିଦ । ଶନିବାର ଛତିଶଗଡ ସୁକମା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ୨୦୮ କୋବ୍ରା ବାଟାଲିଅନର କମାଣ୍ଡାଣ୍ଟ ବିକାଶ ଗୁରୁତର ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ସୁକମାରେ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଇଡି ଖଞ୍ଜିଥିଲେ । କିଷ୍ଟାରାମ୍ ଏବଂ ପୋଳଡ଼ି ଅଞ୍ଚଳରେ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ରାଇପୁର ଡାକ୍ତରଖାନାକୁ ହେଲିକାପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିବା ସୂଚନା ମିଳିଛି ।

   Related Posts