ଖରିଫ ଋତୁ ମରୁଡି ବୀମା ଟଙ୍କା ଦାବି, କୃଷକ ସଂଘ ପକ୍ଷରୁ ଦେବଗଡ ବନ୍ଦ ଡାକରା
22/08/2022 at 8:30 AM

ଦେବଗଡ ୨୨/୦୮: ଆଜି ଦେବଗଡ ଜିଲ୍ଲା ବନ୍ଦ ଡାକରା । ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ୨୦୨୧-୨୨ ଖରିଫ ଋତୁ ମରୁଡି ବୀମା ଟଙ୍କା ଦାବିରେ ବନ୍ଦ ଡାକରା ଦିଆଯାଇଛି ।
ତେବେ ସଂଘ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫଳରେ ନୀଳବେର୍ଣ୍ଣୀ ସାହି ବାଇପାସ ଛକଠାରେ ରାସ୍ତା ଅବରୋଧ ହୋଇଛି। ଯେଉଁଥିପାଇଁ ୪୯ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
Related Posts
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା; ୩ ମୃତ
31 January 2023
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023