AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଖରିଫ ଋତୁ ମରୁଡି ବୀମା ଟଙ୍କା ଦାବି, କୃଷକ ସଂଘ ପକ୍ଷରୁ ଦେବଗଡ ବନ୍ଦ ଡାକରା

22/08/2022 at 8:30 AM

ଦେବଗଡ ୨୨/୦୮: ଆଜି ଦେବଗଡ ଜିଲ୍ଲା ବନ୍ଦ ଡାକରା । ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ୨୦୨୧-୨୨ ଖରିଫ ଋତୁ ମରୁଡି ବୀମା ଟଙ୍କା ଦାବିରେ ବନ୍ଦ ଡାକରା ଦିଆଯାଇଛି ।

ତେବେ ସଂଘ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫଳରେ ନୀଳବେର୍ଣ୍ଣୀ ସାହି ବାଇପାସ ଛକଠାରେ ରାସ୍ତା ଅବରୋଧ ହୋଇଛି। ଯେଉଁଥିପାଇଁ ୪୯ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

   Related Posts