ସେପ୍ଟେମ୍ୱର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର ‘ପିକ୍ ପିରିୟଡ’, ସତର୍କ କରାଇଲେ ବିଶେଷଜ୍ଞ
ଭୁବନେଶ୍ୱର ୨୫/୦୮: ୩୦ ଜିଲ୍ଲାକୁ ଛୁଇଁଲା ଡେଙ୍ଗୁ। ଗତବର୍ଷ ତୁଳନାରେ ବର୍ତ୍ତମାନ ପିକ୍ ପିରିୟଡ଼ ଚାଲିଛି। ସେପ୍ଟେମ୍ବର ଯାଏ ପିକ ପିରିୟଡ଼ ଚାଲିବ। ଏନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କ୍ୟାପିଟାଲ ହସପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଭିଡ ହେଉଥିବାରୁ ଅନ୍ୟ ଜାଗାରେ ଡେଙ୍ଗୁ ପରୀକ୍ଷା ଆରମ୍ଭ ହେବ । ଭୁବନେଶ୍ବରରେ ଅର୍ବାନ CHC ଗୁଡ଼ିକରେ ବ୍ୟବସ୍ଥା ହୋଇଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଡେଙ୍ଗୁ ଟେଷ୍ଟ … Continue reading ସେପ୍ଟେମ୍ୱର ଯାଏଁ ରହିବ ରାଜ୍ୟରେ ଡେଙ୍ଗୁର ‘ପିକ୍ ପିରିୟଡ’, ସତର୍କ କରାଇଲେ ବିଶେଷଜ୍ଞ
Copy and paste this URL into your WordPress site to embed
Copy and paste this code into your site to embed