ସିଲଭର ସିଟିରେ ବ୍ୟାପୁଛି ଡେଙ୍ଗୁ, ସିଏମ୍‌ସି ଚରମ ଅବହେଳାକୁ ଦାୟୀ କଲେ ଲୋକେ

କଟକ ୦୪/୦୯: ଭୁବନେଶ୍ୱର ପରେ ଡେଙ୍ଗୁର ହଟସ୍ପଟ ପାଲଟିଛି ସିଲଭର ସିଟି କଟକ । ସହରରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛ । ଏହାରି ଭିତରେ ସି ଏମ୍ ସି ପ୍ରଶାସନର ଚରମ ଅବହେଳା କରୁଥିବା ସାମ୍ନାକୁ ଆସିଛି । ସହରର ଵିଭିନ୍ନ ଯାଗାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଵା ଯୋଗୁଁ କିଛି ସ୍ଥାନରେ ଡ୍ରେନ ଓ ବର୍ଷା ପାଣି ଜମି ରହୁଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଡେଙ୍ଗୁ ଓ ଝାଡାବାନ୍ତିର ପ୍ରକୋପ ଦେଖିବାକୁ … Continue reading ସିଲଭର ସିଟିରେ ବ୍ୟାପୁଛି ଡେଙ୍ଗୁ, ସିଏମ୍‌ସି ଚରମ ଅବହେଳାକୁ ଦାୟୀ କଲେ ଲୋକେ