vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ବାଲେଶ୍ୱରରେ ଜଣେ ଡ଼େଙ୍ଗୁ ରୋଗୀ ଚିହ୍ନଟ

18/08/2018 at 5:57 AM

ବାଲେଶ୍ୱର ୧୮/୮ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମହମ୍ମଦପୁର ଗ୍ରାମରେ ଜଣେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଖବରରୁ ଜଣାପଡିଛି ଯେ ରଂଜନ ବହେରାଙ୍କ ବୟସ ୧୮ ବର୍ଷ | ବିଗତ କିଛି ବର୍ଷ ହେବ କଲିକତାର ଅଲ୍ଲିପୁରରେ ସେ ଏକ ଫାଇଭ ଷ୍ଟାର ହୋଟେଲରେ କାମ କରିଆସୁଥିଲେ। ହଠାତ୍ କିଛି ଦିନ ହେବ ତାଙ୍କ ମୁଣ୍ଡ ବିନ୍ଧିବା ସହିତ ଜ୍ୱର ନ ଛାଡ଼ିବାରୁ ତାଙ୍କ ବଡ଼ ଭାଈଙ୍କ ସହିତ ଗାଁକୁ ଫେରିଆସିଥିଲେ। ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇବା ପରେ ଭଦ୍ରକ ମେଡିକାଲରେ ରକ୍ତ ପରୀକ୍ଷା କରିବା ପରେ ଡ଼େଙ୍ଗୁ ହୋଇଥିବାର ଡ଼।କ୍ତର ଜଣାଇଥିଲେ । ଡ଼।କ୍ତର ତାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି |

   Related Posts