oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମିଳୁନି ବେଡ୍, ତଳେ ଶୋଇଛନ୍ତି ଡେଙ୍ଗୁ ରୋଗୀ

22/09/2022 at 3:13 PM

ଭୁବନେଶ୍ୱର ୨୨।୦୯: ରୋଗୀଙ୍କୁ ମିଳୁନି ବେଡ୍ । ତଳେ ଶୋଇଛନ୍ତି ଡେଙ୍ଗୁ ରୋଗୀ । ବ୍ୟାଙ୍କରେ ପ୍ଲେଟଲେଟ୍ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଏମିତି ସ୍ଥିତି ଦେଖିବାକୁ ମିଳିିଛି ଭୁବନେଶ୍ବର କ୍ୟାପିଟାଲ୍ ହସପିଟାଲ୍‌ରେ । ଅପରିଷ୍କାର ପରିବେଶ ସାଙ୍ଗକୁ ପାଦ ଚଲା ବାଟରେ ପଡ଼ି ରହିଛନ୍ତି ରୋଗୀ । ସେପଟେ ନିର୍ଦ୍ଦେଶକଙ୍କ କହିବା କଥା ୧୫ ବେଡ୍ ଉପଲବ୍ଧ ଥିବା ବେଳେ ୪୫ ରୋଗୀ ଆଡମିଟ ହୋଇଛନ୍ତି । ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ଲାଗି ବ୍ୟବସ୍ଥା କରାଯାଉଛି ।

   Related Posts