oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରାଜଧାନୀରୁ ୩ ଆତଙ୍କୀ ଗିରଫ !

9/01/2020 at 3:05 PM

ନୂଆଦିଲ୍ଲୀ ୦୯।୦୧: ଭାରତର ରାଜଧାନୀ ନୂଆଦିଲ୍ଲୀରୁ ୩ଜଣ ଆତଙ୍କାବାଦୀ ଗିରଫ । ଦିଲ୍ଲୀର ସ୍ପେଶାଲ ସେଲ୍‌ ଏହି ୩ଜଣ ଆତଙ୍କବାଦୀକୁ ଗିରଫ କରିଛି । ଗିରଫ ହୋଇଥିବା ଆତଙ୍କାବାଦୀମାନେ  ଆଇଏସଆଇଏସ୍‌ର ବୋଲି ଜଣାପଡିଛି । ତିନିଜଣ ଆତଙ୍କୀ ଲୁଚିରହିଥିବା ଖବର ପାଇଁ ସ୍ପେଶାଲ ସେଲ ବଜିରାବାଦରେ ଚଢାଉ କରିଥିଲା । ପୋଲିସ ଚଢାଉ ଦେଖି ସମସ୍ତ ଆତଙ୍କୀ ଖସିଯିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ସ୍ପେଶାଲ ସେଲ୍‌ର ଅଧିକାରୀ ମାନେ ୩ଜଣ ଆତଙ୍କୀଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ସମସ୍ତ ଆତଙ୍କୀଙ୍କୁ ପଚାରଉଚାର ଜାରି ରଖିଛି ।

   Related Posts