Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରାଜଧାନୀରେ ବିଳମ୍ବିତ ରାତି ଯାଏଁ ବାଜି ପାରିବ ଲାଉଡ୍ ସ୍ପିକର୍ : ସରକାର ଦେଲେ ଅନୁମତି..

8/10/2021 at 8:54 AM

ନୂଆଦିଲ୍ଲୀ ୦୮/୧୦ : ପୂଜାପର୍ବକୁ ଓ ଉତ୍ସବକୁ ଦୃଷ୍ଟିରେ ରଖି ରାତିରେ ଶବ୍ଦ ପ୍ରଦୂଷଣରକୁ କିଛି ମାତ୍ରରେ ଆରାମ ଦିଆ ଯାଇଛି । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମିଟି (ଡିପିସିସି) ଅକ୍ଟୋବର ୧୬ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ଏବଂ ସର୍ବସାଧାରଣ ରେ ସିଷ୍ଟମରେ ସାଉଣ୍ଡ ବ୍ୟବହାର କରିବାର ଅନୁମତି ଦିଆଯାଇଛି । ତେବେ ରାତି ୧୦ଟା ପରେ ଦିଲ୍ଲୀରେ ଲାଉଡ ସ୍ପିକର ଏବଂ ସର୍ବସାଧାରଣ ସାଉଣ୍ଡ ବ୍ୟବହାର ଉପରେ ଏକ ନିଷେଧାଦେଶ ରହିଛି । କିନ୍ତୁ, ରାମଲିଳା, ଦସହରା ଏବଂ ଦୁର୍ଗା ପୂଜା ମଣ୍ଡପ  ପାଇଁ ଏହାର ବ୍ୟବହାର କରିବା ନେଇ  ଅନୁମତି ମଗାଯାଇଥିଲା । ଏ ବାବଦରେ ବିଚାର ବିମର୍ଶ ପରେ ରାତି ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି।

ଏନେଇ ପୋଲିସ କମିଶନରଙ୍କୁ ଲେଖାଯାଇଥିବା ଚିଠିରେ ଡିଜିପିସି ପକ୍ଷରୁ କୁହାଯାଇଛି ଯେ ସାଧାରଣ ଲୋକଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କ ସହମତି ଦିଆଯାଇଛି । ଏହା ପରେ ରାମଲିଳା, ଦସହରା, ଦୁର୍ଗା ପୂଜା ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଲାଉଡ ସ୍ପିକର ଏବଂ ସର୍ବସାଧାରଣ ଠିକଣା ବ୍ୟବସ୍ଥା ବ୍ୟବହାର କରିବାକୁ ଅନୁମତି ପାଇଁ ପୋଲିସ ନିକଟରେ ଆବେଦନ କରାଯାଇପାରିବ।

   Related Posts