EX-ବୟଫ୍ରେଣ୍ଡ ସହ ପାର୍ଟି କଲେ ଦୀପିକା ପାଦୁକୋନ, ସେଲିବ୍ରେସନ୍‌ର ଫଟୋ ଭାଇରାଲ

ମୁମ୍ଵାଇ ୦୧।୦୬: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ମୋଷ୍ଟ ରୋମାଣ୍ଟିକ ତଥା ଡ୍ୟାସିଙ୍ଗ ଅଭିନେତା ରଣବୀର କପୁର। ଫିଲ୍ମ ‘ୟେ ଜୱାନୀ ହୈ ଦେୱାନୀ’ ୧୦ ବର୍ଷ ପୂର୍ବେ ୩୧ ମେ’ରେ ମୁକ୍ତିଲାଭ କରିଥିଲା। ଏହି ବିଶେଷ ଉତ୍ସବକୁ ସେଲିବ୍ରେଟମାନେ ସେଲିବ୍ରେସନ କରିଥିଲେ। ଏହାର ଫଟୋକୁ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସେୟାର କରିଛନ୍ତି। ଯେଉଁଥିରେ ଦୀପିକା ତାଙ୍କ ପୂର୍ବତନ ପ୍ରେମିକଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି। ଫଟୋରେ ଦୁହେଁ ଖୁସିରେ ହସୁଥିବା ଦେଖିବାକୁ ମିଳିଛି। … Continue reading EX-ବୟଫ୍ରେଣ୍ଡ ସହ ପାର୍ଟି କଲେ ଦୀପିକା ପାଦୁକୋନ, ସେଲିବ୍ରେସନ୍‌ର ଫଟୋ ଭାଇରାଲ