ଗଭୀର ଅବପାତ ରୂପ ନେଲା ଲଘୁଚାପ, ୬ ଘଣ୍ଟାରେ ୧୮ କିମି ବେଗରେ ଗତି କରୁଛି

ଭୁବନେଶ୍ୱର ୧୬/୧୧: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । ଗତ ୬ ଘଣ୍ଟାରେ ୧୮ କିମି ବେଗରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ଦକ୍ଷିଣ ପୂର୍ବ ପୂବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ସୃଷ୍ଟି ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଥିଲା । ୧୬ ତାରିଖରେ ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇଛି । ପରେ ଏହା ଦିଗ ବଦଳାଇ … Continue reading ଗଭୀର ଅବପାତ ରୂପ ନେଲା ଲଘୁଚାପ, ୬ ଘଣ୍ଟାରେ ୧୮ କିମି ବେଗରେ ଗତି କରୁଛି