ଦେବଗଡ଼ରେ ଏସିଡ୍ ଆକ୍ରମଣ; ଆହତ ଯୁବକ ଡାକ୍ତରଖାନାରେ ଭର୍ତ୍ତି
9/01/2023 at 11:25 PM

ଦେବଗଡ଼ ୦୯/୦୧: ଦେବଗଡ଼ ଜିଲ୍ଲା ରଜାମୁଣ୍ଡା ମୁଣ୍ଡା ସାହିରେ ଜଣେ ଯୁବକଙ୍କୁ ଏସିଡ ମାଡ ହୋଥିବା ଜଣପଡ଼ିଛି। ଏସିଡ୍ ଆକ୍ରମଣର ଶୀକାର ହୋଇଥିବା ଯୁବକଙ୍କ ପରିଚୟ ସିକନ ପ୍ରଧାନ। ତାଙ୍କ ମୁହଁ ଓ ହାତରେ ଏସିଡ ପଡ଼ି କ୍ଷତ ସୃଷ୍ଟି ହୋଇଛି। ୩ ଜଣ ଦୁର୍ବୃତ୍ତ ଚାଲି ଚାଲି ଆସି ଏସିଡ ମାଡ କରିଥିବା ଅଭିଯୋଗ ହୋଇଛି। ଏପଟେ ଆହତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023