Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଦେବଗଡ଼ରେ ଏସିଡ୍‌ ଆକ୍ରମଣ; ଆହତ ଯୁବକ ଡାକ୍ତରଖାନାରେ ଭର୍ତ୍ତି

9/01/2023 at 11:25 PM

ଦେବଗଡ଼ ୦୯/୦୧: ଦେବଗଡ଼ ଜିଲ୍ଲା ରଜାମୁଣ୍ଡା ମୁଣ୍ଡା ସାହିରେ ଜଣେ ଯୁବକଙ୍କୁ ଏସିଡ ମାଡ ହୋଥିବା ଜଣପଡ଼ିଛି। ଏସିଡ୍ ଆକ୍ରମଣର ଶୀକାର ହୋଇଥିବା ଯୁବକଙ୍କ ପରିଚୟ ସିକନ ପ୍ରଧାନ। ତାଙ୍କ ମୁହଁ ଓ ହାତରେ ଏସିଡ ପଡ଼ି କ୍ଷତ ସୃଷ୍ଟି ହୋଇଛି। ୩ ଜଣ ଦୁର୍ବୃତ୍ତ ଚାଲି ଚାଲି ଆସି ଏସିଡ ମାଡ କରିଥିବା ଅଭିଯୋଗ ହୋଇଛି। ଏପଟେ ଆହତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

   Related Posts