ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | January 05, 2020 IST

ଭଦ୍ରକ ୦୫।୦୧: ଭଦ୍ରକ ଜିଲ୍ଲା ଧାମନଗର ଥାନା କାଞ୍ଜିଆପାଳ ଗାଁରେ ନିକଟରେ ଥିବା ଏକ ବିଲରୁ ଜଣଙ୍କ ମୃତଦେହ ଉଦ୍ଧାର ।  ମୃତକ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

{"id":207114,"sizeSlug":"large"}

ସୂଚନାଯୋଗ୍ୟ ଯେ, ଧାମନଗର ଥାନା କାଞ୍ଜିଆପାଳ ଗାଁର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ରାତିରେ ବିଲ ଜଗିବାକୁ ଯାଇଥିଲେ । କିନ୍ତୁ ଆଜି ସକାଳ ସମୟରେ ଗାଁ ନିକଟରେ ଥିବା ଏକ ଜଳାଶୟରେ ତାଙ୍କ ମୃତଦେହ ପଡିଥିବା ଦେଖି ବାକୁ ମିଳିଥିଲ । ପରେ ସ୍ଥାନୀୟଲୋକ ଓ ପରିବାର ପୋଲିସକୁ ଖବର ଦେଇଥିଲ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ପରିବାର ପକ୍ଷରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  

{"id":207115,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.