ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

5/01/2020 at 11:08 AM

ଭଦ୍ରକ ୦୫।୦୧: ଭଦ୍ରକ ଜିଲ୍ଲା ଧାମନଗର ଥାନା କାଞ୍ଜିଆପାଳ ଗାଁରେ ନିକଟରେ ଥିବା ଏକ ବିଲରୁ ଜଣଙ୍କ ମୃତଦେହ ଉଦ୍ଧାର ।  ମୃତକ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ଧାମନଗର ଥାନା କାଞ୍ଜିଆପାଳ ଗାଁର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ରାତିରେ ବିଲ ଜଗିବାକୁ ଯାଇଥିଲେ । କିନ୍ତୁ ଆଜି ସକାଳ ସମୟରେ ଗାଁ ନିକଟରେ ଥିବା ଏକ ଜଳାଶୟରେ ତାଙ୍କ ମୃତଦେହ ପଡିଥିବା ଦେଖି ବାକୁ ମିଳିଥିଲ । ପରେ ସ୍ଥାନୀୟଲୋକ ଓ ପରିବାର ପୋଲିସକୁ ଖବର ଦେଇଥିଲ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ପରିବାର ପକ୍ଷରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  

   Related Posts