ଏନ୍‌ଏଚ୍ କଡରୁ ମିଳିଲା ମୃତଦେହ, ହତ୍ୟା ନା ଦୁର୍ଘଟଣା ଅସ୍ପଷ୍ଟ

ଟିଟିଲାଗଡ ୩।୧୦: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନାରୁ ମାତ୍ର ୧ କି.ମି. ଦୂର ତଥା ବରଗଡ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କଡ ହନୁମାନ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିରହିଛି । ମୃତକ ହେଲେ ସଇଁନ୍ତଳା ନିକଟସ୍ଥ ଆମ୍ବପାଲି ଗ୍ରାମର ସରୋଜ ଗହୀର । ତାଙ୍କ ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସୋମବାର ରାତି ପାଖାପାଖି ୧୦ଟା ପର୍ଯ୍ୟନ୍ତ ସଇଁନ୍ତଳା ସହରରେ … Continue reading ଏନ୍‌ଏଚ୍ କଡରୁ ମିଳିଲା ମୃତଦେହ, ହତ୍ୟା ନା ଦୁର୍ଘଟଣା ଅସ୍ପଷ୍ଟ