oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଝାରସୁଗୁଡ଼ା ରେଳଲାଇନ୍ କଡ଼ରେ ମୃତଦେହ ଉଦ୍ଧାର : ଯୁବକଙ୍କ ଆତ୍ମହତ୍ୟା

15/09/2018 at 11:43 AM

ଝାରସୁଗୁଡା୧୫/୯:ଝାରସୁଗୁଡାର ବସୁନ୍ଧରା ରେଲଲାଇନର ଏଚ କଟାପାଲି ନିକଟରେ ମିଳିଛି ଯୁବକର ମୃତଦେହ।ମୃତକ ଖଡ଼ିଆପଡ଼ାର ଦୁବରାଜ ଖଡ଼ିଆ।ଦୁବରାଜ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କିନ୍ତୁ ରେଳଧାରଣା ଉପରେ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡି ରହିଥିବା ଯୁବକର ଶବକୁ ମୃତ୍ୟୁର ୬ ଘଣ୍ଟା ପରେ ଉଠି ପାରିନାହିଁ।କାରଣ ନୂତନ ଭାବେ ଚାଲୁ ହୋଇଥିବା ଏହି ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆସନ୍ତା ୨୨ ତାରିଖରେ ଉଦଘାଟନ କରିବେ।କିନ୍ତୁ ଏହି ରେଳଧାରଣାରେ ଘଟିଥିବା ଦୁର୍ଘଟଣା ପାଇଁ ରେଳବାଇ ପୋଲିସକୁ ଦାୟିତ୍ବ ଦିଆଯାଇନଥିବାରୁ ଘଟଣାସ୍ଥଳରେ ପହଂଚି ନାହିଁ ପୋଲିସ।ବିଟିଏମ୍ ଫାଣ୍ଡି ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ସୁଦ୍ଧା ମୃତକର ଶବକୁ ଉଠାଯାଇନାହିଁ।ଫଳରେ ସେହି ରାସ୍ତାରେ ମାଲବାହୀ ଟ୍ରେନ ଚଳାଚଳ ଜାରି ରହିଛି।

   Related Posts