Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ହଠାତ୍ କୋକେଇ ଉପରେ ଉଠି ବସି ପଡ଼ିଲେ ମୃତ ବ୍ୟକ୍ତି : ଲୋକେ ଆଶ୍ଚର୍ଯ୍ୟ

13/10/2019 at 2:09 PM

ଗଂଜାମ ୧୩/୧୦: ଗଂଜାମ ଜିଲ୍ଲା ସୋରଡା ଥାନା ଲାଉଖାଲ ଗାଁରେ ଅ।ଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ସିମାଚଂଳ ମଳିକ ନାମକ ଜଣେ ବ୍ୟକ୍ତି ଗଲା ଦୁଇଦିନ ହେବ ଛେଳି ଚରାଇବାକୁ ଯାଇ ନିଖୋଜ ଥିବା ବେଳେ ଗାଁ ଓ ପରିବାର ଲୋକେ ବହୁ ଖୋଜାଖୋଜି ପରେ ସିମାଚଂଳଙ୍କୁ ଅଚେତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ ।

ତେବେ ସିମାଚଂଳ ମରିଯାଇଥିବା ଭାବି ଘରେ କାନ୍ଦ ବୋବାଳି ସହ କୋକେଇ ରେ ଦାହ କରିବାକୁ ନେଉଥିଲେ । କିନ୍ତୁ ଅଧାବାଟରେ ହଠାତ କୋକେଇ ଉପରେ ଉଠି ବସିପଡିଥିଲେ ସିମାଚଂଳ । କୋକେଇ ଧରିଥିବା ଲୋକେ ଭୟରେ ଧାଇଁ ପଳାଇଥିବା ବେଳେ ସିମାଚଂଳଙ୍କୁ ସୋରଡା ମେଡିକାଲରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡିଥିଲା । ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

   Related Posts