ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଶିଶୁର ମୃତଦେହ ମିଳିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପିଙ୍କୁ ଭେଟିଲେ ପରିବାର ଲୋକ

28/05/2019 at 3:07 PM

ବଲାଙ୍ଗିର ୨୮|୫: ବଲାଙ୍ଗିରରେ ଶିଶୁ ବଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଶିଶୁଙ୍କ ପରିବାର ଲୋକ ଏସପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ପୋଲିସ ପାଣିରେ ବୁଡି ଶିଶୁର ମୃତ୍ୟୁ ହୋଇଥିବା ବେଳେ ଏହାକୁ ମାନିବାକୁ ନାରାଜ ପରିବାର ଳୋକ। ଏବେ ଶିଶୁଟି ପାଣିରେ ବୁଡି ମୃତ୍ୟୁ ହୋଇଛି ନାଁ ଗୁଣିଗାରେଡିରେ କରାଯାଇଛି ହତ୍ୟା ତାକୁ ନେଇ ଉଠିଛି ପ୍ରଶ୍ନ ।

ଗତ ୨୪ ତାରିଖରେ ବଲାଙ୍ଗିର ଟିମିନିଭାଟି ପଡାର ଲକ୍ଷ୍ମୀଜୋର ନିକଟରେ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା ।

   Related Posts