ଶିଶୁର ମୃତଦେହ ମିଳିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପିଙ୍କୁ ଭେଟିଲେ ପରିବାର ଲୋକ

Published By : Prameya-News7 Bureau | May 28, 2019 IST

ବଲାଙ୍ଗିର ୨୮|୫: ବଲାଙ୍ଗିରରେ ଶିଶୁ ବଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଶିଶୁଙ୍କ ପରିବାର ଲୋକ ଏସପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ପୋଲିସ ପାଣିରେ ବୁଡି ଶିଶୁର ମୃତ୍ୟୁ ହୋଇଥିବା ବେଳେ ଏହାକୁ ମାନିବାକୁ ନାରାଜ ପରିବାର ଳୋକ। ଏବେ ଶିଶୁଟି ପାଣିରେ ବୁଡି ମୃତ୍ୟୁ ହୋଇଛି ନାଁ ଗୁଣିଗାରେଡିରେ କରାଯାଇଛି ହତ୍ୟା ତାକୁ ନେଇ ଉଠିଛି ପ୍ରଶ୍ନ ।

ଗତ ୨୪ ତାରିଖରେ ବଲାଙ୍ଗିର ଟିମିନିଭାଟି ପଡାର ଲକ୍ଷ୍ମୀଜୋର ନିକଟରେ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.