scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ତିନି ଦିନ ହେଲା ଥିଲେ ନିଖୋଜ

1/12/2023 at 11:07 AM

ନୂଆପଡ଼ା ୦୧।୧୨ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ନୂଆପଡ଼ା ଜିଲ୍ଲା ଲଖନା ଗାଁର ଲକ୍ଷ୍ମୀସାଗର ପୋଖରୀରୁ ଭାସୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ମୃତ ଯୁବକ ଲଖନା ଗାଁର ପ୍ରୀତମ ତିଓ୍ୱାରୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ତିନି ଦିନ ତଳେ ପ୍ରୀତମ ନିଖୋଜ ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ପରିବାର ଲୋକେ । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଗୁରୁବାର ରାତିରେ ପୋଖରୀ ହୁଡ଼ାରେ ପ୍ରୀତମଙ୍କ ବାଇକ୍‌, ଚପଲ, ପେଣ୍ଟ, ସାର୍ଟ ପଡିଥିବାର ଲୋକେ ଦେଖିଥିଲେ । ଶେଷରେ ଶୁକ୍ରବାର ଦିନ ପୋଖରୀରେ ପ୍ରୀତମଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପରିବାର ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

   Related Posts