ବ୍ରହ୍ମପୁରରେ ମଦ ଦୋକାନ ସେଲ୍ସମ୍ୟାନଙ୍କୁ ହତ୍ୟା
4/10/2018 at 8:58 AM

ଗଞ୍ଜାମ ୪|୧୦: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ମଦ ଦୋକାନ ସେଲ୍ସମ୍ୟାନଙ୍କୁ ହତ୍ୟା କରାଯାଇଛି । ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ବିଜୟ କୁମାର ଡାକୁଆ । ଗାଁର ଠାକୁରାଣୀ ମନ୍ଦିର ନିକଟରେ ପଡିଛି ମୃତଦେହ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ପୋଲିସର ତଦନ୍ତ ଜାରି ରଖିଛି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023