ଗଛରେ ଝୁଲୁଛି ଅଚିହ୍ନା ଯୁବକଙ୍କ ମୃତଦେହ

Published By : Prameya-News7 Bureau | December 19, 2019 IST

ସୋର ୧୯।୧୨: ଗଛରେ ଝୁଲୁଛି ଅଚିହ୍ନା ଶବ । ସୋର ଥାନା ସବିରା ନୂଆଣିଆଛନ୍ଧାରେ ଜଣେ ଅଚିହ୍ନା ଯୁବକ ଶବ ଲିମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଗଛରେ ଶବ ଝୁଲୁଥିବା ଦେଖୁ ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ଲୋକ । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.