oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରାଜପରିବାର ହତ୍ୟା ଘଟଣାରେ ଡିସିପିଙ୍କ ପ୍ରତିକ୍ରିୟା: କହିଲେ ପୂର୍ବ ଯୋଜନା ନୁହେଁ, ଦୁର୍ଭାଗ୍ୟବଶତଃ ହୋଇଛି ହତ୍ୟା

27/01/2022 at 2:33 PM

କଟକ ୨୭/୦୧: କନିକା ରାଜପରିବାରରେ ହତ୍ୟା ଘଟଣା କଟକ ଡିସିପି ପ୍ରତୀକ ସିଂଙ୍କ ଗୁରୁତୂପୂର୍ଣ୍ଣ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଅ ଶୋଭେନ୍ଦ୍ର ଓରଫ ଗୋପାଳ ଭଞ୍ଜଦେଓକୁ କୋର୍ଟ ଚାଲାଣ କରିଛି ବିଡାନାସି ଥାନା ପୋଲିସ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଡିସିପି ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି ହତ୍ୟାକାଣ୍ଡର ଶୀକାର ହୋଇଥିବା ପରେଶ କୁମାରୀ ସମସ୍ତ ଆର୍ଥିକ କାରବାର ବୁଝୁଥିଲେ । ସେଥିପାଇଁ ପୁଅ ଗୋପାଳ ସହ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା । ଗତ କାଲି ହଠାତ୍ ମା ପୁଅ ଭିତରେ ଭୀଷଣ ଝଗଡ଼ା ହୋଇଥିଲା । ତେବେ ପୂର୍ବ ଯୋଜନା ନୁହେଁ ବରଂ ଦୁର୍ଭାଗ୍ୟବଶତଃ ରାଗିଯାଇ ମାଆକୁ ହତ୍ୟା କରିଥିଲା ପୁଅ ।

କାରଣ ଥିଲା ମୃତକ ଜଣକ ଘରର ସବୁ କିଛି ଆର୍ଥିକ କାରବାର ବୁଝୁଥିଲେ ଯାହାକୁ ପୁଅ ଆଦୌ ପସନ୍ଦ କରୁ ନ ଥିଲା । ପୁଅ ନିଜେ ମଧ୍ୟ ଆର୍ଥିକ ବୋଝ ଭିତରେ ମାନସିକ ଚାପରେ ଥିଲା ଯେଉଁଥିପାଇଁ ଗତ କାଲି ଏଭଳି ଏକ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି କଟକ ଡିସିପି ।

   Related Posts