oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଆକ୍ସନ ମୋଡ଼ରେ ପୋଲିସ, ଭଙ୍ଗାଯିବ ଲେଡି ଡନ୍‌ ରଞ୍ଜୁର ଘର

17/09/2022 at 12:26 PM

ଭୁବନେଶ୍ୱର ୧୭।୦୯: ଭଙ୍ଗା ହେବ ଲେଡି ଡନ୍‌ ରଞ୍ଜୁର ଘର । ଘର ଭାଙ୍ଗିବ କମିଶନରେଟ୍‌ ପୋଲିସ । ଜୋନ୍‌ ୧ ଓ ଜୋନ୍‌ ୪ରେ ଥିବା ଡ୍ରଗ୍ସ ଫେଡ୍‌ଲରଙ୍କ ଥିବା ଘର ଭଙ୍ଗାଯିବ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଗତ ୧୫ ତାରିଖରେ ବଡଗଡ ଥାନା ଅଞ୍ଚଳରେ ୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ୧ ଲକ୍ଷ ୨୬ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ଚନ୍ଦୁ ହତ୍ୟା ଘଟଣାରେ ମଧ୍ୟ ପୋଲିସ ଲେଡ୍‌ ଡନ୍‌ ରଞ୍ଜୁ ଓ ତାର ସହଯୋଗୀଙ୍କୁ ଗିରଫ କରିଛି । ଏବେ ଘଟଣାରେ ଆକ୍ସନମୋଡ଼କୁ ଆସିଛି କମିଶନରେଟ୍‌ ପୋଲିସ । କ୍ୟାପିଟାଲ୍‌ ଥାନା ଅଧିନରେ ଥିବା ଚନ୍ଦୁ ହତ୍ୟା ମାମଲାରେ ଧଳାଜହର ବେପାରୀ ଲେଡି ଡନ୍‌ ରଞ୍ଜୁର ଘର ଭାଙ୍ଗିବ କମିଶନରେଟ୍‌ ପୋଲିସ ।

   Related Posts