ରାଜଧାନୀରେ ନୂଆବର୍ଷ ଟ୍ରାଫିକ୍ କଟକଣା, ମଦ୍ୟପାନ କରି ଗାଡି ନଚଲାଇବାକୁ ଡିସିପିଙ୍କ ପରାମର୍ଶ
31/12/2022 at 11:12 AM

ଭୁବନେଶ୍ୱର ୩୧।୧୨ : ଆଉ କେଇ ଘଣ୍ଟା ପରେ ସରିବ ପୁରୁଣା ବର୍ଷ । ଆସିବ ନୂଆ ବର୍ଷ । ଏହାପୂର୍ବରୁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ସେ କହିଛନ୍ତି ଯେ, ନୂଆ ବର୍ଷ ସେଲିବ୍ରେସନ ବେଳେ ସିଟିର ଟ୍ରାଫିକ୍ ନିୟମ ମାନନ୍ତୁ । ମଦ ନିଶାରେ ଗାଡ଼ି ଚଳାନ୍ତୁ ନାହିଁ । ୫୦ କିମିରୁ ଅଧିକ ବେଗରେ ଡ୍ରାଇଭ କରନ୍ତୁ ନାହିଁ । ଯଦି ପାର୍ଟିକୁ ଯାଉଥିଲେ, ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ । ଯଦି କେହି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023