suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରାଜଧାନୀରେ ନୂଆବର୍ଷ ଟ୍ରାଫିକ୍‌ କଟକଣା, ମଦ୍ୟପାନ କରି ଗାଡି ନଚଲାଇବାକୁ ଡିସିପିଙ୍କ ପରାମର୍ଶ

31/12/2022 at 11:12 AM

ଭୁବନେଶ୍ୱର ୩୧।୧୨ : ଆଉ କେଇ ଘଣ୍ଟା ପରେ ସରିବ ପୁରୁଣା ବର୍ଷ । ଆସିବ ନୂଆ ବର୍ଷ । ଏହାପୂର୍ବରୁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ସେ କହିଛନ୍ତି ଯେ, ନୂଆ ବର୍ଷ ସେଲିବ୍ରେସନ ବେଳେ ସିଟିର ଟ୍ରାଫିକ୍ ନିୟମ ମାନନ୍ତୁ ।  ମଦ ନିଶାରେ ଗାଡ଼ି ଚଳାନ୍ତୁ ନାହିଁ । ୫୦ କିମିରୁ ଅଧିକ ବେଗରେ ଡ୍ରାଇଭ କରନ୍ତୁ ନାହିଁ । ଯଦି ପାର୍ଟିକୁ ଯାଉଥିଲେ, ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ । ଯଦି କେହି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts