AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ହକି ବିଶ୍ୱକପ୍‌ : ରାଜଧାନୀରେ ମୁତୟନ ହେବେ ୫୦ ପ୍ଲାଟୁନ୍‌ ଫୋର୍ସ

28/12/2022 at 2:02 PM

ଭୁବନେଶ୍ୱର ୨୮।୧୨ : ହକି ବିଶ୍ୱକପ୍‌ ୨୦୨୩ ପ୍ରସ୍ତୁତି । ହକି ବିଶ୍ୱକପ୍‌ ପାଇଁ ରାଜଧାନୀରେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁୟତନ ରହିବେ । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହକି ବିଶ୍ୱକପ୍‌ରେ ଖେଳାଳିଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ । ଖାସ୍‌ କରି ସଂଧ୍ୟା ସମୟରେ ବିଭିନ୍ନ ସ୍ଥାନମାନଙ୍କରେ ନାକାବନ୍ଦୀ କରାଯିବ । ବିଶ୍ୱକପ୍‌ ପାଇଁ ରାଜଧାନୀରେ ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବିମାନବନ୍ଦରରୁ ବାହାରିବା ପରେ ଖଳାଳିଙ୍କୁ କଡା ସୁରକ୍ଷାରେ ହୋଟଲେ ପର୍ଯ୍ୟନ୍ତ ନିଆଯିବ ।

ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ମାନେ ୨୦୨୩, ଜାନୁଆରୀ ମାସ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ର ଆୟୋଜନ ହେବ । ଯାହା ଜାନୁରୀ ୨୯ ପର୍ଯ୍ୟନ୍ତ ଚାଲିବ । ମୋଟ ୧୬ ଦିନ ଚାଲିବ ହକି ମହାକୁମ୍ଭ ।

   Related Posts