oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଉ ୨ଟି ଵ୍ୟାଙ୍କ ଆକାଉଣ୍ଟ ଫ୍ରିଜ, ଜବତ ମେଡିସିନ୍‌ ନକଲି- ଡିସିପି

17/09/2022 at 2:27 PM

କଟକ୧୭।୦୯ : କଟକରେ ନକଲି ଔଷଧ କାରବାର୍ ମାମଲା । ଆଉ ୨ଟି ଵ୍ୟାଙ୍କ ଆକାଉଣ୍ଟ ଫ୍ରିଜ କଲା ପୋଲିସ । ନକଲି ଔଷଧ ଵ୍ୟଵସାୟୀଙ୍କୁ ଔଷଧ ଯୋଗାଉଥିଵା ଵ୍ୟକ୍ତିଙ୍କ ଆକାଉଣ୍ଟ ଫ୍ରିଜ ହୋଇଛି । ଆକାଉଣ୍ଟରେ ଥିବା ୧୨ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ ।

ସେହିପରି ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଛି । ରିମାଣ୍ଡରେ ଜେରାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଜବତ କରିଛି ପୋଲିସ । ଏମାନଙ୍କଠାରୁ ଜାଣିଶୁଣି ନକଲି ମେଡିସିନ ନେଇଥିବା ବ୍ୟକ୍ତିଙ୍କ ତାଲିକା ପାଇଛି ପୋଲିସ । ଏମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

   Related Posts