ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଇଂଲଣ୍ଡ ୪୩୨ରେ ଅଲଆଉଟ୍, ଭାରତଠୁ ୩୫୪ ରନ ଆଗରେ

27/08/2021 at 4:06 PM

ଲିଡ୍ସ ୨୭।୦୮: ପ୍ରଥମେ ବୋଲର ଏବଂ ପରେ ଅଧିନାୟକ ଜୋ ରୁଟ୍‌ଙ୍କ ଶତକ ଏବଂ ରରି ବର୍ଣ୍ଣ୍ସ ଓ ହାସିବ ମହମ୍ମଦଙ୍କ ଅର୍ଦ୍ଧଶତକ ବଳରେ ଲିଡ୍ସ ଟେଷ୍ଟରେ ଘରୋଇ ଇଂଲଣ୍ଡର ପ୍ରାଧ୍ୟାନ୍ୟ ଜାରି ରହିଛି। ଭାରତର ପ୍ରଥମ ଇନିଂସ ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରିଛି। ଦଳ ଭାରତଠୁ ୩୫୪ ରନ ଅଗ୍ରଣୀ ହାସଲ କରିଛି। ଜୋ ରୁଟ୍ ୧୨୧ ରନଙ୍କ ବ୍ୟତୀତ ହାସିବ ଅହମ୍ମଦ ୬୮ ଓ ରରି ବର୍ଣ୍ଣ୍ସ ୬୧ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ଵିକେଟ୍ ନେଇଛନ୍ତି। କୌଣସି ପ୍ରକାରର ଚମତ୍କାର ହିଁ ଭାରତକୁ ଲିଡ୍ସ ଟେଷ୍ଟରେ ବଞ୍ଚାଇ ପାରିବ। ଦଳ ୩୫୪ ରନ ପଛୁଆ ରହିବା ପରେ ବ୍ୟାଟସମ୍ୟାନ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ବାକି ରହିଲା। ଆଜି ହେଉଛି ମ୍ୟାଚ୍‌ର ତୃତୀୟ ଦିନ।

   Related Posts