ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦାରୁଠେଙ୍ଗ ଅଳିଆ ବିବାଦର ଖୁବଶୀଘ୍ର ହେବ ସମାଧାନ, ମନ୍ତ୍ରୀ କହିଲେ- ଗ୍ରାମବାସୀଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ

30/08/2022 at 3:57 PM

ଭୁବନେଶ୍ବର ୩୦।୮: ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ବସିଥିବା ବୈଠକ ଶେଷ ହୋଇଛି । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ରାମବାସୀଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଆଲୋଚନା ପ୍ରାୟତଃ ସଫଳ ହୋଇଛି । ୯ ମାସ ସମୟ ମାଗିଛନ୍ତି ଗ୍ରାମବାସୀ । ତା ପୂର୍ବରୁ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

   Related Posts