ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ସାତକୋଶିଆରେ ଦନ୍ତା ମୃତ, ବିଦ୍ୟୁତ ଆଘାତରେ ହାତୀ ମୁତ୍ୟୁ ହୋଇଥିବା ସୂଚନା

27/08/2022 at 8:52 AM

ଅନୁଗୁଳ ୨୭/୦୮: ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ଏକ ଦନ୍ତାହାତୀର ମୁତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ହୋଇଥିବା ସନ୍ଦେହ । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଘଟଣା ଘଟିଛି ।

ଏ ପର୍ଯ୍ୟନ୍ତ ହାତୀ ନିକଟରେ ପହଁଚି ପାରିନାହିଁ ବନ ବିଭାଗ । ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଇଥିଲେ ଶିକାରୀ ଫାସ ବୋଲି ସୁଚନା । ହାତୀଟିର ବୟସ ସେହି ପାଖାପାଖି ୧୦ ବର୍ଷ ହେବ। ଖବର ଜାଣିବା ପରେ ଘଟଣା ନିକଟକୁ ଯାଇଛି ବନ ବିଭାଗ । କିନ୍ତୁ ବାହାର ଲୋକଙ୍କୁ ପାଖକୁ ଛଡ଼ାଯାଉନାହିଁ ।

   Related Posts