ରତ୍ନ ଭଣ୍ଡାର ଚାବି ମିଳିବା ଘଟଣାକୁ ନେଇ ଦାମୋଦର ରାଉତଙ୍କ ବିସ୍ଫୋରକ ବୟାନ
15/06/2018 at 9:50 AM

ରତ୍ନ ଭଣ୍ଡାର ଚାବି ମିଳିବା ଘଟଣାକୁ ନେଇ ଦାମୋଦର ରାଉତଙ୍କ ବିସ୍ଫୋରକ ବୟାନ – “ଅରିଜିନାଲ ଥିଲେ ତା ଡୁପ୍ଲିକେଟ ଆସିବ, ୧୯୮୫ ମସିହାରେ ସେ ଲଫାପା ବାହାରିନଥିଲା ତେଣୁ ଲଫାପାର ଯାଞ୍ଚ ହେବାର ଆବଶ୍ୟକତା ରହିଛି “