ଖୋର୍ଦ୍ଧା ସଦର ପୋଲିସ ଦ୍ବାରା ୭ ଡକାୟତ ଗିରଫ
12/10/2018 at 1:49 AM

ଖୋର୍ଦ୍ଧା ୧୧/୧୦: ଡକାୟତି ଉଦ୍ୟମ ବେଳେ ଖୋର୍ଦ୍ଧା ଓସିସି ଛକରୁ ଧରାପଡ଼ିଲେ ୭ ଡକାୟତ । ମାଡ଼ି ବସିଲା ଖୋର୍ଦ୍ଧା ସଦର ଥାନା ପୋଲିସ । ଗିରଫ ଡକାୟତଙ୍କ ପାଖରୁ ୨ଟି ପିସ୍ତଲ, ୮ଟି ଗୁଳି, ୧୭ଟି ବୋମା, ୭ ମୋବାଇଲ ଫୋନ୍ , ୫ଟି ବାଇକ୍ ଜବତ କରାଯାଇଛି । ନ୍ୟାସନାଲ ହାଇଓ୍ବେରେ ଡକାୟତି ଯୋଜନା କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ ।