AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ବାହାର ରାଜ୍ୟକୁ ହେଉଥିଲେ ଚାଲାଣ, ୩୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

4/12/2022 at 11:07 AM

ବଲାଙ୍ଗୀର ୦୪।୧୨ : ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ  ଶ୍ରମିକଙ୍କ ସହ ୬ ଶିଶୁ ।

ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକରୁ ବିଶାଖାପାଟନମ୍‌କୁ ଯାଉଥିଲେ ଦାଦନ ଶ୍ରମିକ । ଏଥିଲାଗି ବଲାଙ୍ଗୀର ଷ୍ଟେସନରେ ବସିଥିଲେ । ହେଲେ କୌଣସି ସୁତ୍ରରୁ ଖବର ପାଇ ଚଢାଉ  କରିଥିଲେ ରେଳବାଇ ପୋଲିସ । ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ । ସେମାନଙ୍କ ମଧ୍ୟରେ ୧୧ଜଣ ପୁରୁଷ, ୧୩ ମହିଳା ଏବଂ ୬ ଶିଶୁ ରହିଛନ୍ତି ।

   Related Posts