ଦାଦା ବଟି ନଦେବାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ; ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି
22/12/2022 at 12:13 AM

ରାଉରକେଲା ୨୧/୧୨ : ଦାଦାବଟି ନଦେବାରୁ ହତ୍ୟା ଉଦ୍ୟମ। ବ୍ଲେଡରେ ଗଳା କାଟି ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ। ଜେଲ ଫେରନ୍ତା ଅଭିଯୁକ୍ତ ଚନ୍ଦନ ଦାଦା ବଟି ମାଗି ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପୀଡ଼ିତ ଦିନେଶ ଦାସ ରାଉରକେଲା ସରକାରୀ ଡାକ୍ତଖାନାରେ (ଆର.ଜି.ଏଚ୍ଚ)ରେ ଭର୍ତ୍ତି। ଏପରି ଘଟଣା ରାଉରକେଲା ସହରର ବନ୍ଧମୁଣ୍ଡା ସେକ୍ଟର ଏରେ ଘଟିଛି। ଅଭିଯୁକ୍ତ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023