ମାରଣାସ୍ତ୍ର ଦେଖାଇ ଡକାୟତି, ଆଲମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ସହ ନେଇଗଲେ ସୁନାଗହଣା
ଧର୍ମଗଡ ୨୯।୫: ମାରଣାସ୍ତ୍ର ଦେଖାଇ ଡକାୟତି । ଆଲମାରୀ ଭାଙ୍ଗି ୬ଲକ୍ଷ ଟଙ୍କା ସହ ଲୁଟିନେଲେ ସୁନାଗହଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଘଟିଛି ଡକାୟତି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି । ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପ୍ରାୟ … Continue reading ମାରଣାସ୍ତ୍ର ଦେଖାଇ ଡକାୟତି, ଆଲମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ସହ ନେଇଗଲେ ସୁନାଗହଣା
Copy and paste this URL into your WordPress site to embed
Copy and paste this code into your site to embed