ଶିକ୍ଷାର ବିକାଶରେ ହିଁ ଦେଶର ବିକାଶ ହେବ- ପଦ୍ମଶ୍ରୀ ଡି. ପ୍ରକାଶ ରାଓ

Published By : Prameya-News7 Bureau | January 30, 2020 IST

କଟକ୩୦/୧: ଶିକ୍ଷାର ବିକାଶରେ ହିଁ ଦେଶର ବିକାଶ ହୋଇପାରିବ। ତେଣୁ ସେଦିଗରେ ଉଭୟ ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନେ ଯତ୍ନବାନ୍ ହେବା ଆବଶ୍ୟକ । କଟକ ଡି ଏନ୍ ପବ୍ଲିକ ସ୍କୁଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଏହି ଉତ୍ସବରେ ଶିକ୍ଷାବିତ୍ ଅତୁଲ୍ କୁମାର ନନ୍ଦ, ଓଲିଉଡ୍ ଷ୍ଟାର ବେବି ପ୍ରଧାନ ପ୍ରମୁଖ ଯୋଗଦେଇ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.