AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଚିଲିକାରେ ଭାସିଲା ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍, ଚାଲିଛି ଉଦ୍ଧାର କାର୍ଯ୍ୟ

19/12/2022 at 3:07 PM

ଟାଙ୍ଗୀ ୧୯/୧୨: ଚିଲିକାରେ ଭାସିଲା ଗ୍ୟାସ ସିଲିଣ୍ଡର ବୋଝେଇ ପିକପ ଭ୍ୟାନ୍ । କୃଷ୍ଣପ୍ରସାଦ ଚିଲିକାରେ ଅଘଟଣ । ଜହ୍ନିକୁଦା ଘାଟରେ ଚିଲିକା ଭିତରକୁ ଭାସିଗଲା ଭ୍ୟାନ୍ ।

ଗ୍ୟାସ ସିଲିଣ୍ଡର ଲୋଡିଙ୍ଗ ଓ ଅନ୍ ଲୋଡିଂ ବେଳେ ଚିଲିକା ଭିତରକୁ ଚାଲିଗଲା ପିକ ଅପ୍ ଭ୍ୟାନ । ଭାଙ୍ଗିଗଲା ଡଙ୍ଗା, ପାଣିରେ ବୁଡିଗଲା ଭ୍ୟାନ, ଭାସୁଛି ଏକାଧିକ ଗ୍ୟାସ ଭର୍ତ୍ତି ସିଲିଣ୍ଡର । ଚିଲିକା ମଧ୍ୟରୁ ବୁଡି ଯାଇଥିବା ଗାଡି ଓ ସିଲିଣ୍ଡର ଉଦ୍ଧାର କାର୍ଯ୍ୟ ଚାଲିଛି ।

   Related Posts