ଚିଲିକାରେ ଭାସିଲା ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍, ଚାଲିଛି ଉଦ୍ଧାର କାର୍ଯ୍ୟ
19/12/2022 at 3:07 PM

ଟାଙ୍ଗୀ ୧୯/୧୨: ଚିଲିକାରେ ଭାସିଲା ଗ୍ୟାସ ସିଲିଣ୍ଡର ବୋଝେଇ ପିକପ ଭ୍ୟାନ୍ । କୃଷ୍ଣପ୍ରସାଦ ଚିଲିକାରେ ଅଘଟଣ । ଜହ୍ନିକୁଦା ଘାଟରେ ଚିଲିକା ଭିତରକୁ ଭାସିଗଲା ଭ୍ୟାନ୍ ।
ଗ୍ୟାସ ସିଲିଣ୍ଡର ଲୋଡିଙ୍ଗ ଓ ଅନ୍ ଲୋଡିଂ ବେଳେ ଚିଲିକା ଭିତରକୁ ଚାଲିଗଲା ପିକ ଅପ୍ ଭ୍ୟାନ । ଭାଙ୍ଗିଗଲା ଡଙ୍ଗା, ପାଣିରେ ବୁଡିଗଲା ଭ୍ୟାନ, ଭାସୁଛି ଏକାଧିକ ଗ୍ୟାସ ଭର୍ତ୍ତି ସିଲିଣ୍ଡର । ଚିଲିକା ମଧ୍ୟରୁ ବୁଡି ଯାଇଥିବା ଗାଡି ଓ ସିଲିଣ୍ଡର ଉଦ୍ଧାର କାର୍ଯ୍ୟ ଚାଲିଛି ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023